ଆଜିଠୁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ୟୁପି ଗସ୍ତ

Feb 23, 2025 - 23:53
 77

ଭୁବନେଶ୍ୱର: ଆଜିଠୁ ୟୁପି ଗସ୍ତରେ ଯିବେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପ୍ରୟାଗରାଜ କୁମ୍ଭମେଳାରେ ବୁଡ଼ ପକାଇବେ ମୂଖ୍ୟମନ୍ତ୍ରୀ ମୋହନ ମାଝୀ। ବୁଡ଼ ପକାଇବା ପରେ ଅଯୋଧ୍ୟା ଯାଇ ପୂଜାର୍ଚ୍ଚନା କରିବେ ।