ମହାଶିବରାତ୍ରି ପାଇଁ ଧବଳେଶ୍ବରରେ ୮ ପ୍ଲାଟୁନ୍ ପୋଲିସ୍ ଫୋର୍ସ

Feb 25, 2025 - 22:25
 5
ମହାଶିବରାତ୍ରି ପାଇଁ ଧବଳେଶ୍ବରରେ ୮ ପ୍ଲାଟୁନ୍ ପୋଲିସ୍ ଫୋର୍ସ

ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ରେ ଥିବା ଧବଳେଶ୍ବର ପୀଠରେ ମହାଶିବରାତ୍ରି ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପୀଠ ପରିସରରେ ମୁତୟନ ହେବେ ୮ ପ୍ଲାଟୁନ ପୋଲିସ ଫୋର୍ସ। ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ପରେ ଏହି ସୂଚନା ଦେଲେ ଗ୍ରାମାଞ୍ଚଳ ଏସ୍‌ପି ପ୍ରତୀକ ସିଂ। ଏହା ସହ ୩୦ ଅଫିସର ଓ ଓଡ୍ରାଫ ସହ ଅଗ୍ନିଶମ ଟିମ୍ ମଧ୍ୟ ମୁତୟନ ରହିବେ।