ଜାଗର ପାଇଁ ଢ଼େଙ୍କାନାଳର ବିଭିନ୍ନ ବଜାରରେ ଦୀପର ପସରା

ଢ଼େଙ୍କାନାଳ: ଆସନ୍ତାକାଲି ଜାଗର ପାଇଁ ଢ଼େଙ୍କାନାଳର ବିଭିନ୍ନ ବଜାରରେ ଦୀପର ପସରା ଖୋଲିଛି। ଦୀପ, ଘିଅ ଓ ବଳିତା ବିକ୍ରୀ ହେଉଛି। ଦୀପ ୫ ଟଙ୍କା ଆରମ୍ଭ ହୋଇ ୬୦ ଟଙ୍କା ପର୍ଯ୍ୟନ୍ତ ବିକ୍ରୀ ହେଉଛି ବୋଲି ମୀନା ବଜାର ର ଦୀପ ବ୍ୟବସାୟୀ ସୁଲୋଚନା ଦଳେଇ କହିଛନ୍ତ।