ଟ୍ରକ୍କୁ ପିଟିଲା ଟ୍ରକ୍; ହେଲପର୍ ମୃତ
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଏନ୍ଏଚ୍-୧୬ ଟାଙ୍ଗୀ ପଥରବନ୍ଧ ଛକ ନିକଟରେ ଟ୍ରକ୍କୁ ପଛରୁ ପିଟିଲା ଟ୍ରକ୍। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଟାୟାର୍ ବଦଳାଉଥିବା ବେଳେ ପଛରୁ ଧକ୍କା ଦେଲା ଅନ୍ୟ ଏକ ଟ୍ରକ୍। ଘଟଣାସ୍ଥଳରେ ହେଲପର୍ ପ୍ରାଣ ହରାଇଥିବା ସୂଚନା। ଗୁରୁତର ଡ୍ରାଇଭର ଖୋର୍ଦ୍ଧା ସ୍ଥାନାନ୍ତର କରାଯାଇଛି।