EV କାରଖାନା ପାଇଁ JSW ସହ ଓଡ଼ିଶା ସରକାରଙ୍କ ଚୁକ୍ତି ସ୍ବାକ୍ଷରିତ

Feb 11, 2024 - 00:28
 60

ଭୁବନେଶ୍ୱର: ଇଲେକ୍ଟ୍ରିକ ଭେହିକିଲ (EV) କାରଖାନା ପାଇଁ JSW ସହ ଓଡ଼ିଶା ସରକାରଙ୍କ ଚୁକ୍ତି ସ୍ବାକ୍ଷରିତ ହୋଇଛି। କାରଖାନା ପାଇଁ ପ୍ରାୟ ୪୦ ହଜାର କୋଟି ନିବେଶ କରିବ JSW ବୋଲି ସୂଚନା ମିଳିଛି। ପ୍ରକଳ୍ପ ଦ୍ବାରା ୧୨ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ଆଶା ରହିଛି।