ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ

May 19, 2024 - 13:37
 8

ମୋହନା: ଗଜପତି ଜିଲ୍ଲା ଗୁରୁଣ୍ଡି ଥାନା ଅନ୍ତର୍ଗତ ସର୍ଧାପୂର ଗାଁ ନିକଟରେ ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି। ମୃତ ଯୁବକ ଭିନଳା ଗାଁର ପ୍ରଶାନ୍ତ ଜେନା। କିଛି ଦୁବୃର୍ତ୍ତ ଠେଙ୍ଗା ଓ ଜାତିରେ ଆକ୍ରମଣ କରିବାରୁ ତାଙ୍କ ମୃତ୍ୟୁ ହୋଇଛି। ତେବେ ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରୁଛନ୍ତି ସ୍ଥାନୀୟ ଲୋକେ।