ଆସନ୍ତାକାଲି ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍

May 19, 2024 - 13:36
 58

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ । ୫ ଲୋକସଭା ଓ ୩୫ ବିଧାନସଭା ପାଇଁ ହେବ ମତଦାନ। ୫ ଲୋକସଭା ଆସନ ପାଇଁ ମୈଦାନରେ ଅଛନ୍ତି ୪୦ ଜଣ ପ୍ରାର୍ଥୀ। ୩୫ ବିଧାନସଭା ଆସନ ପାଇଁ ଦୌଡ଼ରେ ଅଛନ୍ତି ୨୬୫ ପ୍ରାର୍ଥୀ। ବରଗଡ଼, ସୁନ୍ଦରଗଡ଼, କନ୍ଧମାଳ, ଆସ୍କା ଓ ବଲାଙ୍ଗିରରେ ହେବ ମତଦାନ।