ଆଧାର ପାଇଁ ରାସ୍ତାରୋକ

Sep 5, 2024 - 20:45
 40

ଜଳେଶ୍ଵର: ବାଲେଶ୍ଵର ଜିଲ୍ଲା ଭୋଗରାଇ ଉପଡାକଘର ସମ୍ମୁଖରେ ଧାରଣାରେ ବସିଲେ ସ୍ଥାନୀୟ ଲୋକେ। ଆଧାର ସଂଶୋଧନ ପାଇଁ ଟୋକନ୍ ନମିଳିବାରୁ ରାସ୍ତାରେ ବସିଲେ ଏକାଧିକ ମହିଳା। ରାତି ସାରା ଅନିଦ୍ରା ପରେ ବି ସଂଶୋଧନ ପାଇଁ ଟୋକନ୍ ନମିଲିଥିବା ଅଭିଯୋଗ ହୋଇଛି। ରାସ୍ତାରୋକ ଯୋଗୁଁ ୫୭ ନମ୍ବର ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି।