ଆଜିଠୁ ଶୁଭଦ୍ରା ଯୋଜନା ପାଇଁ ଫର୍ମ ଦାଖଲ ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ୱର: ଆଜିଠୁ ଶୁଭଦ୍ରା ଯୋଜନା ପାଇଁ ଫର୍ମ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଜନସେବା କେନ୍ଦ୍ର, ମୋ ସେବା କେନ୍ଦ୍ର ଓ ଡାକ ଘରେ ଦାଖଲ ହେଉଛି ଫର୍ମ। ଆସନ୍ତା ୧୭ ତାରିଖରେ ମିଳିବ ଶୁଭଦ୍ରା ଯୋଜନାରେ ପ୍ରଥମ କିସ୍ତି। ଜନସେବା କେନ୍ଦ୍ର, ମୋ ସେବା କେନ୍ଦ୍ର ଓ ଡାକଘରେ ମହିଳାଙ୍କ ଭିଡ଼ ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ଠେଲା ପେଲା ଦୃଶ୍ୟ ସାମ୍ନାକୁ ଆସିଛି।