କପି କରି ଧରାପଡ଼ିଲେ ୫ ପରୀକ୍ଷାର୍ଥୀ

Feb 27, 2025 - 19:31
 11

କଟକ: ମାଟ୍ରିକ ପରୀକ୍ଷାରେ କପି କରି ଧରାପଡ଼ିଲେ ୫ ପରୀକ୍ଷାର୍ଥୀ। ଗଣିତରେ କପି କରି ଧରାପଡ଼ିଲେ ୫ ଜଣ ପରୀକ୍ଷାର୍ଥୀ। ଅର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କ୍ୟାମେରାରେ ଧରାପଡ଼ିଲେ ପରୀକ୍ଷାର୍ଥୀ। ଓଡ଼ିଶାର ୬୦୦ ସେଣ୍ଟରରୁ ଲାଇଭ କରାଯାଉଛି ବୋର୍ଡ ପରୀକ୍ଷା। ସୁରୁଖୁରୁରେ ସରିଲା ତୃତୀୟ ଦିନର ଗଣିତ ପରୀକ୍ଷା। ଗଣିତ ପାଇଁ ଅଧିକ ୧୫ ମିନିଟ୍ ସମୟ ଦିଆଯାଇଥିଲା।