ବାଣ ଫୁଟି ୩ ଶିଶୁ ଗୁରୁତର

Feb 27, 2025 - 19:32
 9

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଶିଳ୍ପାଞ୍ଚଳ ଥାନା କୁମାରବସ୍ତ ଗାଁରେ ବାଣ ଫୁଟି ୩ ଜଣ ଶିଶୁ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ଅଛନ୍ତି ଦୁଇ ନାବାଳକ ଓ ଜଣେ ନାବାଳିକା। ମହାଶିବରାତ୍ରୀ ପାଇଁ ଆସିଥିବା ବାଣ ଫୁଟାଉଥିବା ବେଳେ ଘଟିଛି ଏହି ଅଘଟଣ।