ଗୋ ଚାଲାଣ ବେଳେ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ

Jun 9, 2024 - 22:51
 8

ଜଳେଶ୍ୱର: ପଶ୍ଚିମବଙ୍ଗ ଗୋ ଚାଲାଣ ବେଳେ ଏକ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବାଲେଶ୍ୱର ଜିଲ୍ଲା ଭୋଗରାଇ ଦେଉଳା ନିକଟରେ ରାସ୍ତାକଡ଼କୁ ଖସିଲା ଟ୍ରକ୍‌। ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌ରୁ ୫୦ରୁ ଅଧିକ ଗୋରୁ ଉଦ୍ଧାର ହୋଇଥିବା ସୂଚନା।