ଶ୍ରୀମନ୍ଦିରରେ ହେଲା ମହାପ୍ରଭୂଙ୍କ ମହାସ୍ନାନ

Mar 25, 2025 - 20:48
 3
ଶ୍ରୀମନ୍ଦିରରେ ହେଲା ମହାପ୍ରଭୂଙ୍କ ମହାସ୍ନାନ

ପୁରୀ: ପୁରୀ ଶ୍ରୀମନ୍ଦିରରେ ହେଲା ମହାପ୍ରଭୂଙ୍କ ମହାସ୍ନାନ । ସିଂହାସନରେ ବସିଥିବା ପାଳିଆ ସେବକଙ୍କୁ ଛୁଇଁବାରୁ ହେଲା ମହାସ୍ନାନ। ମଙ୍ଗଳ ଆଳତି ପରେ ମଇଲମ ଚାଲିଥିବା ବେଳେ ଛୁଇଁଲେ ସେବାୟତ। ମହାସ୍ନାନ ନୀତି ପାଇଁ ସର୍ବସାଧାରଣ ଦର୍ଶନ ଓ ନୀତି ୧ ଘଣ୍ଟା ବନ୍ଦ ରହିଥିଲା।