ଓଡ଼ିଶାର ୮ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

Apr 3, 2025 - 18:42
 4

ଭୁବନେଶ୍ୱର: କିଛି ଘଣ୍ଟା ଭିତରେ ଓଡ଼ିଶାର ୮ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି। ଜିଲ୍ଲା ଗୁଡ଼ିକ ହେଲା କେନ୍ଦୁଝର, ଝାରସୁଗୁଡ଼ା, ସୁନ୍ଦରଗଡ, ନୂଆପଡ଼ାକୁ ସତର୍କତା ବରଗଡ, ଦେବଗଡ଼ ଓ ନବରଙ୍ଗପୁର। ଏହି ଜିଲ୍ଲା ଗୁଡ଼ିକର ଲୋକେ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ। ଏପ୍ରିଲ ୫ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି।