ଶୁଆକୁ ଫାଶୀ ଦେଇ ରିଲ୍ସ କରିବା ଅଭିଯୋଗରେ ୩ ଅଟକ

Mar 27, 2025 - 22:22
 40

ରେଢ଼ାଖୋଲ: ଶୁଆକୁ ଫାଶୀ ଦେଇ ରିଲ୍ସ କରିବା ଅଭିଯୋଗରେ ୩ ଜଣଙ୍କୁ ଅଟକ ରଖିଛି ପୋଲିସ୍। ଶୁଆକୁ ଫାଶୀରେ ଝୁଲାଇ ରିଲ୍ସ କରି ଇନଷ୍ଟାଗ୍ରାମ୍ ରେ ଛାଡ଼ିଥିଲେ ସମ୍ବଲପୁରରେ ଜିଲ୍ଲା ନାକଟିଦେଉଳ ରେଞ୍ଜ ଜମୁଝରି ଗାଁର ୩ ଅଭିଯୁକ୍ତ।