ଆଜି ପବିତ୍ର ଇଦ ଉଲ ଫିତର

Mar 31, 2025 - 19:03
 5
ଆଜି ପବିତ୍ର ଇଦ ଉଲ ଫିତର

ଭୁବନେଶ୍ୱର: ଆଜି ପବିତ୍ର ଇଦ ଉଲ ଫିତର। ଭୋର୍ ରୁ ମସଜିଦ ରେ ଉପସ୍ଥିତ ରହି ସମୂହ ନମାଜ ପାଠ କରିଛନ୍ତି ମୁସଲମାନ ଭାଇ ମାନେ। ଇଦ୍‌କୁ ନେଇ ଘରେ ଘରେ ଖୁସିର ମହୋଲ । ଉତ୍ସବ ମୁଖର କଟକ ସହର କଟକର କଦମ ଏ ରସୁଲ୍‌ରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। କଦମ ଏ ରସୁଲରେ ନମାଜ ପାଠ ହୋଇଛି। ଭୁବନେଶ୍ଵର ୟୁନିଟ୍ ୪ ଅଂଚଳରେ ଥିବା ମସଜିଦ ରେ ମଧ୍ୟ ନମାଜ ପାଠ ପାଇଁ ଭିଡ଼ ଦେଖିବାକୁ ମିଳିଛି।