ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦାଇତ୍ୱମୁକ୍ତ ହେଲେ ନିକୁଞ୍ଜ ଧଳ

May 3, 2025 - 19:12
 9
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦାଇତ୍ୱମୁକ୍ତ ହେଲେ ନିକୁଞ୍ଜ ଧଳ

ଭୁବନେଶ୍ୱର : ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦାଇତ୍ୱ ଛାଡ଼ିଲେ ବରିଷ୍ଠ ଆଇ ଏ ଏସ ଅଧିକାରୀ ନିକୁଞ୍ଜ ବିହାରୀ ଧଳ। ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଥିଲେ ଧଳ। କେନ୍ଦ୍ରରେ ସଂସଦୀୟ ବ୍ୟାପର ମନ୍ତ୍ରଣାଳୟରେ ଅଫିସର ଅନ୍ ସ୍ପେସିଆଲ ଡ୍ୟୁଟି ଭାବେ କାର୍ଯ୍ୟ କରିବେ।