ହିଞ୍ଜିଳିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ପ୍ରଚାର ଆରମ୍ଭ
ହିଞ୍ଜିଳି: ଗଞ୍ଜାମ ଜିଲ୍ଲା ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେଡିର ଟପ୍ ମୋଷ୍ଟ ଷ୍ଟାର୍ କ୍ୟମ୍ପେନର ନବୀନ ପଟ୍ଟନାୟକ। ନବୀନଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ନେଇ ନେତାମାନେ ନେଲେ ସଙ୍କଳ୍ପ। ହିଞ୍ଜିଳିରେ ନବୀନଙ୍କ ପ୍ରଚାର ଆରମ୍ଭକୁ ନେଇ ଉତ୍ସାହିତ ଅଛନ୍ତି ଦଳୀୟ ନେତା ଓ କର୍ମୀ ।