ଇସ୍ତଫା ଦେଲେ ନବୀନ ପଟ୍ଟନାୟକ

Jun 5, 2024 - 20:57
 11
ଇସ୍ତଫା ଦେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ। ସମ୍ବିଧାନର ପ୍ରକ୍ରିୟା ଅନୁସାରେ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ଇଷ୍ଟଫାପତ୍ର ପ୍ରଦାନ କଲେ ନବୀନ। ବିଧାନସଭା ନିର୍ବାଚନ ଫଳାଫଳ ପରେ ଦେଲେ ଇସ୍ତଫା।