ଭୁବନେଶ୍ବରରେ ବିଜେପି ଓ କଂଗ୍ରେସ ପଥର ଫିଙ୍ଗାଫିଙ୍ଗି

Jul 2, 2024 - 22:39
 14

ଭୁବନେଶ୍ୱର: ରାହୁଲ ଗାନ୍ଧିଙ୍କ ପୋଷ୍ଟରରେ ଗୋବର ମାଡ଼ କଲେ ବିଜେପି ଯୁବମୋର୍ଚ୍ଚା କର୍ମୀ। ପ୍ରତିବାଦରେ ତାତିଲା ଯୁବ ଓ ଛାତ୍ର କଂଗ୍ରେସ। ଭୁବନେଶ୍ୱର ମାଷ୍ଟର କାଣ୍ଟିନ ଛକରେ ପଥର ଦୁଇ ପକ୍ଷରୁ ପଥର ଫିଙ୍ଗାଫିଙ୍ଗି ହୋଇଥିଲା । ତେବେ ଗତକାଲି ସଂସଦରେ ବିଜେପି ଓ ଆରଏସଏସକୁ ହିନ୍ଦୁ ବିରୋଧୀ କହିବା ପରେ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଦେଶବ୍ୟାପୀ ପ୍ରତିବାଦ ଜାରି ରଖିଛି ବିଜେପି । ଯାହାର ପ୍ରତିଫଳନ ଆଜି ରାଜ୍ୟ ରାଜଧାନୀରେ ଦେଖାଦେଇଛି।