ଶ୍ରୀଲିଙ୍ଗରାଜଙ୍କ ଦୀପ ଉଠିବାବେଳେ ଆହତ ହୋଇଥିବା ସେବାୟତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

Feb 27, 2025 - 19:35
 69
ଶ୍ରୀଲିଙ୍ଗରାଜଙ୍କ ଦୀପ ଉଠିବାବେଳେ ଆହତ ହୋଇଥିବା ସେବାୟତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଶ୍ରୀଲିଙ୍ଗରାଜଙ୍କ ଦୀପ ଉଠିବାବେଳେ ଆହତ ହୋଇଥିବା ସେବାୟତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କ୍ୟାପିଟାଲ ହସ୍ପିଟାଲରେ ଆହତ ସେବାୟତ ଯୋଗେନ୍ଦ୍ର ସମର୍ଥାଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଲେ। ମହାଦୀପ ନେଇ ଯିବାବେଳେ ମନ୍ଦିରରୁ ଖସିପଡ଼ିଥିଲେ ଯୋଗେନ୍ଦ୍ର।