ବାତ୍ୟା ପାଇଁ ଗଜପତିରେ ସ୍କୁଲ୍ ଛୁଟି ଘୋଷଣା

Dec 5, 2023 - 16:57
 9

ଭୁବନେଶ୍ୱର: ଆସନ୍ତାକାଲି ଗଜପତି ଜିଲ୍ଲାରେ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା କଲେ ଓଡ଼ିଶା ସରକାର। ବାତ୍ୟାକୁ ଦୃଷ୍ଟିରୁ ରଖି ଛୁଟି ଘୋଷଣା କରାଯାଇଛି।ଦକ୍ଷିଣ ଓଡ଼ିଶାରେ ବର୍ଷା ଜାରି ରହିଛି। ଆଜି ମାଲକାନଗିରି, କୋରାପୁଟ, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।