ଓଡ଼ିଶାରେ ବଢିବ ଶୀତ

Dec 9, 2023 - 07:45
 6

ଭୁବନେଶ୍ୱର: ବାତ୍ୟା ପରେ ହୋଇଥିବା ବର୍ଷା ଯୋଗୁଁ ଓଡ଼ିଶାରେ କମିଲା ତାପମାତ୍ରା। ରାଜ୍ୟରେ ଦୁଇ ଦିନ ହେଲା ବଢ଼ିଛି ଶୀତ। ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ୩ ରୁ ୫ ଡିଗ୍ରୀ ଯାଏଁ ରାତି ତାପମାତ୍ରା ହ୍ରାସ ପାଇବା ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।