ଆଜି ଅପରାହ୍ନରେ ଖୋଲିବ ହୀରାକୁଦ ର ଅଧିକ ଗେଟ୍‌

Aug 4, 2023 - 17:10
 6
ଆଜି ଅପରାହ୍ନରେ ଖୋଲିବ ହୀରାକୁଦ ର ଅଧିକ ଗେଟ୍‌

ସମ୍ବଲପୁର : ଆଜି ଅପରାହ୍ନରେ ହୀରାକୁଦର ଅଧିକ ଗେଟ୍ ଖୋଲିବ। କାଲି ଛତିଶଗଡ଼ ଉପରମୁଣ୍ଡରେ ବର୍ଷା ଯୋଗୁ ଜଳସ୍ତର ବଢୁଛି। ଏବେ ହୀରାକୁଦର ୨ଟି ଗେଟ୍ ଖୋଲା ଅଛି| ହୀରାକୁଦକୁ ୪ ଲକ୍ଷ ୭୭ ହଜାର କ୍ୟୁସେକ୍‌ ଜଳ ପ୍ରବେଶ କରୁଛି। ହୀରାକୁଦରୁ ୬୯ ହଜାର କ୍ୟୁସେକ୍‌ ଜଳ ନିଷ୍କାସନ ହେଉଛି ଏନେଇ ସୂଚନା ଦେଲେ ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ|