ଓଡ଼ିଶାରେ ଅକ୍ଟୋବର ୪ ରୁ ୧୦ ଯାଏଁ ବର୍ଷା

Sep 29, 2024 - 19:45
 7

ଭୁବନେଶ୍ୱର: ଓଡ଼ିଶାରେ ଅକ୍ଟୋବର ୪ ରୁ ୧୦ ଯାଏଁ ବର୍ଷା ସମ୍ଭାବନା ରହିଛି। ଅକ୍ଟୋବର ୬ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ। ପ୍ରଭାବରେ ହାଲୁକାରୁ ମଧ୍ୟମ ସହ କିଛି ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା କରାଯାଉଛି।