୧୫ ଡିଗ୍ରୀ ତଳେ ଓଡ଼ିଶାର ୫ ସହର
ଭୁବନେଶ୍ୱର: ଓଡ଼ିଶାର ୫ଟି ସହରର ତାପମତ୍ରା ୫ ଡିଗ୍ରୀ ତଳେ ରହିଛି। ଗତ ୨୪ ଘଣ୍ଟାରେ ୧୩.୫ ଡିଗ୍ରୀ ସହ ଜି. ଉଦୟଗିରି ସାଉଠୁ ଥଣ୍ଡା ଅଞ୍ଚଳ। ଫୁଲବାଣୀ, କୋରାପୁଟ ଓ ଦାରିଂବାଡ଼ି ତାପମାତ୍ରା ୧୪ ଡିଗ୍ରୀ ରହିଛି। କିରେଇ ୧୪.୪ ଓ ସେମିଳିଗୁଡ଼ା ତାପମାତ୍ରା ୧୫ ଡିଗ୍ରୀ ରେକର୍ଡ କରାଯାଇଛି।