ଓଡ଼ିଶାରେ ୨୭ ତାରିଖ ସକାଳ ଯାଏଁ ବର୍ଷା

Dec 25, 2024 - 20:55
 4

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ସ୍ଥାନରେ ୨୭ ତାରିଖ ସକାଳ ଯାଏଁ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ଉପକୂଳ ଓଡ଼ିଶାରେ ମଧ୍ୟମରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ଆସନ୍ତାକାଲି ଦକ୍ଷିଣ ଓ ଅଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କରିଛି। କାଲିଠୁ ଆହୁରି ବଢ଼ିପାରେ ଶୀତର ପ୍ରକୋପ। ରାଜ୍ୟରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ ତାପମାତ୍ରା।