ଆଜି ଦିନ ୧୧:୨୨ ପରେ ରାକ୍ଷୀ ବାନ୍ଧିବାକୁ ପରାମର୍ଶ

Aug 30, 2023 - 11:49
 8
ଆଜି ଦିନ ୧୧:୨୨ ପରେ ରାକ୍ଷୀ ବାନ୍ଧିବାକୁ ପରାମର୍ଶ

ଭୁବନେଶ୍ୱର: ଆଜି ପବିତ୍ର ରକ୍ଷା ବନ୍ଧନ। ଭାଇ ହାତରେ ସ୍ନେହର ଡୋରି ବାନ୍ଧୁଛି ଭଉଣୀ। ଦିନ ୧୧:୨୨ ପରେ ରାକ୍ଷୀ ବାନ୍ଧିବାକୁ ପରାମର୍ଶ ଦେଇଛନ୍ତି ପୁରୀ ମୁକ୍ତି ମଣ୍ଡପ ସଦସ୍ୟ ହରିଶଙ୍କର ମିଶ୍ର। ସଂସ୍କୃତି ଗବେଷକ ଓ ଜ୍ୟୋତିର୍ବିଦ ମଧ୍ୟ ଦେଇଛନ୍ତି ସମାନ ମତ। ତେବେ ଗୁରୁବାର ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଗମ୍ହା ପୂର୍ଣ୍ଣିମା ଓ ବଳଭଦ୍ର ଜନ୍ମୋତ୍ସବ।