ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ସ୍ୱାଭାବିକ ହେଲା ନୀତିକାନ୍ତି
ଭୁବନେଶ୍ୱର: ଆଜି ସକାଳୁ ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମନ୍ଦିରରେ ସ୍ୱାଭାବିକ ହେଲା ନୀତିକାନ୍ତି । ଗତକାଲି ବଡୁ ଓ ପୂଜାପଣ୍ଡା ନିଯୋଗ ମଧ୍ୟରେ ବିବାଦ ଯୋଗୁଁ ବନ୍ଦ ରହିଥିଲା ନୀତିକାନ୍ତି। ପାଇତାଲଗି ନୀତିକୁ ନେଇ ନେଇ ଦେଖା ଦେଇଥିଲା ବିବାଦ।