ଓଡ଼ିଶାର ୧୭ ପୋଲିସ ଅଧିକାରୀଙ୍କୁ ମିଳିବ ମେଡାଲ
ଭୁବନେଶ୍ୱର : ଓଡ଼ିଶାରୁ ମୋଟ ୧୭ ପୋଲିସ ଅଧିକାରୀ ପାଇବେ ପଦକ।ସାହସିକତା ପାଇଁ ୪ ପୋଲିସ କର୍ମଚାରୀ ପାଇବେ ପଦକ,ବିଶିଷ୍ଟ ସେବା ପାଇଁ ୨ ଓ ଉଲ୍ଲେଖନୀୟ ସେବା ପାଇଁ ୧୧ ଜଣଙ୍କୁ ପଦକ ମିଳିବ। ସୁବେଦାର ପ୍ରହଲ୍ଲାଦ ହିମିରିକା ଓ ଏସ୍ଆଇ ସନ୍ତୋଷ ଗୁରୁଙ୍କୁ ସାହସିକତା ପଦକ ମିଳିବ ସହ, କମାଣ୍ଡୋ ସୁନୀଲ ବରିହା ଓ କନଷ୍ଟେବଲ ସୁଜିତ ରଣାଙ୍କୁ ସାହସିକତା ପଦକ ମିଳିବ।