ସମୁଦ୍ରରେ ଭାସିଯାଉଥିବା ପର୍ଯ୍ୟଟକ ଉଦ୍ଧାର

Aug 14, 2023 - 16:49
 42

ପୁରୀ: ପୁରୀ ସମୁଦ୍ରରେ ଭାସିଯାଇଥିବା ଜଣେ ପର୍ଯ୍ୟଟକ ଉଦ୍ଧାର ହେଇଥିବା ଜଣାପଡ଼ିଛି। ପର୍ଯ୍ୟଟକ ଜଣକ ଖୋର୍ଦ୍ଧା ଜିଲ୍ଲାରୁ ଆସିଥିଲେ। ସେକ୍ଟର ୧ ଦିଗବାରେଣୀ ଖୁଣ୍ଟି ନିକଟରେ ଗାଧୋଉଥବା ବେଳେ ଘଟିଥିଲା ଅଘଟଣ। ଲାଇଫ୍ ଗାର୍ଡ ମାନେ ତାଙ୍କୁ ଉଦ୍ଧାର କରିଛନ୍ତି।