ଓପାସରେ ମହାପ୍ରଭୁ ଲିଙ୍ଗରାଜ

Aug 29, 2023 - 12:08
 6
ଓପାସରେ ମହାପ୍ରଭୁ ଲିଙ୍ଗରାଜ

ଭୁବନେଶ୍ୱର: ଗତକାଲି ରାତିରୁ ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି। ପଇତା ଲାଗି ନୀତିକୁ କେନ୍ଦ୍ର କରି ପୂଜା ପଣ୍ଡା ଓ ବଡ଼ ନିଯୋଗ ମଧ୍ୟରେ ହୋଇଛି କଳହ। ଆଜି ମଧ୍ୟ ଦିନ ତମାମ ହେବ ନାହିଁ କୌଣସି ନୀତି।