ଗହଣା ଦୋକାନ ମାଲିକଙ୍କୁ ଗୁଳିମାଡ଼

Aug 29, 2023 - 12:06
 48
ଗହଣା ଦୋକାନ ମାଲିକଙ୍କୁ ଗୁଳିମାଡ଼

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଳିଗୁଡ଼ା ଅଂଚଳରେ ଜଣେ ଗହଣା ଦୋକାନ ମାଲିକଙ୍କୁ ଗୁଳିମାଡ଼ କରିଛନ୍ତି ଦୁର୍ବୁତ୍ତ। ଗୁଳିମାଡ଼ରେ ଗହଣା ଦୋକାନରେ ପଶି ଗୁଳିମାଡ଼ କରିଥିଲେ ୩ ଜଣ ଦୁର୍ବୁତ୍ତ। ଏଥିରେ ଦୋକାନ ମାଲିକ ଆହତ ହୋଇଛନ୍ତି। ଗୁଳି ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିବାରୁ ଦୁର୍ବୁତ୍ତ ଫେରାର ହୋଇଯାଇଥିଲେ।