ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ
ଭୁବନେଶ୍ୱର: ଚଳିତ ବର୍ଷର ସମ୍ମାନଜନକ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସାଇକେଲ ଚାଳିକା ସ୍ଵାତୀ ସିଂ ପାଇଲେ ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ। ଦୀପରଞ୍ଜନ ବିଷୋୟୀ ପାଇଲେ ଶ୍ରେଷ୍ଠ ପାରା କ୍ରୀଡ଼ାବିତ୍ ସମ୍ମାନ। ଉଦୀୟମାନ କ୍ରୀଡ଼ାବିତ୍ ଭାବେ ସବିତା ଟପ୍ପୋଙ୍କୁ ସମ୍ମାନିତ କରାଯାଇଛି।