ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲାରେ ଜୁନ୍ ୨୨ ରେ ଖୋଲିବ ସ୍କୁଲ୍

ଭୁବନେଶ୍ୱର : ସମ୍ବଲପୁର ଓ ଝାରସୁଗୁଡା ଜିଲ୍ଲାରେ ଜୁନ୍ ୨୨ ତାରିଖରୁ ଖୋଲିବ ସମସ୍ତ ସ୍କୁଲ୍। ଗ୍ରୀଷ୍ମପ୍ରବାହ ପାଇଁ ୨୧ ତାରିଖ ପରିବର୍ତ୍ତେ ୨୨ରେ ଖୋଲିବ ସ୍କୁଲ୍।
ତେବେ ୨୪ ତାରିଖ ଯାଏଁ ସକାଳ ସାଢ଼େ ୬ରୁ ୧୦ଟା ଚାଲିବ ସ୍କୁଲ,୯ଟା ୩୦ରୁ ୧୦ଟା ମଧ୍ୟରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ମିଳିବ।
ଜୁନ୍ ୨୬ ତାରିଖ ଠାରୁ ନିୟମିତ ସମାୟାନୁସାରେ ଚାଲିବ ସ୍କୁଲ୍।