ରେଳ ଲାଇନ ସହ ଯୋଡ଼ି ହେବ ଦେବଗଡ଼ ଜିଲ୍ଲା
ଦେବଗଡ଼ : ପ୍ରଥମ ଥର ପାଇଁ ରେଳ ଲାଇନ ସହ ଯୋଡ଼ି ହେବ ଦେବଗଡ଼ ଜିଲ୍ଲା |
ଝାରସୁଗୁଡ଼ାରୁ ବାରକୋଟ ନୂଆ ଲାଇନ ଡିପିଆର୍ ପ୍ରସ୍ତୁତିକୁ ମଂଜୁରୀ ମିଳିଛି। ନୂଆ ଲାଇନ ପାଇଁ ରେଳମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମଂଜୁରୀ ମିଳିବାରୁ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ।