ପୋଡ଼ିଗଲା ମେଡ଼ିସିନ୍ ଗୋଦାମ, ଜଣେ ଆହତ

ବାରିପଦା : ଆଜି ମୟୁରଭଞ୍ଜ ଜିଲ୍ଲା ବାରିପଦା କୁଳିଅଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିସିନ୍ ଗୋଦାମ ନିଆଁ ଲାଗିଯାଇଛି।
ଗୋଦାମରେ ଅକ୍ସିଜେନ ସିଲିଣ୍ଡର ସହ ବହୁ ମେଡିସିନ ଗଚ୍ଛିତ ଥିବା ସୂଚନା ମିଳିଛି।
ନିଆଁ ଲିଭାଇବାକୁ ଉଦ୍ୟମ କରି ଜଣେ ବ୍ୟକ୍ତି ଆହତ ହୋଇଛନ୍ତି |
ନିଆଁ ଲିଭାଇଲେ ଅଗ୍ନିଶମ କର୍ମଚାରୀ ଏବଂ ପୋଲିସ ।