ଫେବୃଆରୀ ୧୫ରୁ ଯୁକ୍ତ ୨ ପରୀକ୍ଷା
ଭୁବନେଶ୍ୱର: ଫେବୃଆରୀ ୧୫ରୁ ଆରମ୍ଭ ହେବ ଯୁକ୍ତ ୨ ବୋର୍ଡ ପରୀକ୍ଷା । ମାର୍ଚ୍ଚ ୨୫ ଯାଏ ଚାଲିବ ପରୀକ୍ଷା। ଡିସେମ୍ବର ୨୬ରୁ ପ୍ରାକ୍ଟିକାଲ ଓ ଇଣ୍ଟରନାଲ ପରୀକ୍ଷା କରାଯିବ। ଜାନୁଆରୀ ୧୫ ସୁଦ୍ଧା ସରିବ ପ୍ରାକ୍ଟିକାଲ ଓ ଇଣ୍ଟରନାଲ। ଚଳିତ ଥର ନୂଆ ଢାଞ୍ଚାରେ ହେବ +୨ ପରୀକ୍ଷା । ଏନେଇ CHSE ପରୀକ୍ଷା ନିୟନ୍ତ୍ରକଙ୍କ ସୂଚନା ମିଳିଛି।