ପୁରୀରେ ନକଲି ଯବାନ ଅଟକ
ପୁରୀ: ଆଜି ପୁରୀର ତାଳବଣିଆ ପରେଡ ପଡ଼ିଆରୁ ନକଲି ଯବାନ କାବୁ କରିଛି ପୋଲିସ| ସାମ୍ବାଦିକଙ୍କ ଚଉକିରେ ବସିଥିବା ବେଳେ ଧରିଥିଲା ପୋଲିସ। ଅଟକ ଯୁବକ କୁମ୍ଭାରପଡ଼ା ଅଞ୍ଚଳର ସୂଚନା ମିଳିଛି | କାହିଁକି ଯୁବକ ଜଣକ ଯବାନ ବେଶରେ ଆସିଥିଲେ, ଏହାର କାରଣ ଜଣାପଡ଼ି ନାହିଁ |