ସମ୍ବଲପୁରରେ ମହିଳା ଓ ପୁଅଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Aug 21, 2023 - 13:20
Aug 28, 2023 - 14:10
 32
ସମ୍ବଲପୁରରେ ମହିଳା ଓ ପୁଅଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମ୍ବଲପୁର:ଆଜି ସମ୍ବଲପୁର ଜିଲ୍ଲାରେ ଏକ ଘର ଭିତରେ ଜଣେ ମହିଳା ଓ ତାଙ୍କ ପୁଅଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି |ଅଇଁଠାପାଲି ଥାନା ଅନୁଗୁଳିଆପଡ଼ାରେ ମୃତଦେହ ଠାବ ହୋଇଛି । ପାରିପାର୍ଶ୍ୱିକ ସ୍ଥିତିରୁ ଆତ୍ମହତ୍ୟା କରିଥିବା ପୋଲିସର ସନ୍ଦେହ କରୁଛି। ଘର ଭିତରୁ ଦୁର୍ଗନ୍ଧ ବାହାରିବାରୁ ପୋଲିସକୁ ଜଣାଇଥିଲେ ସ୍ଥାନୀୟ ଲୋକେ|