ଓଡ଼ିଶା ମାଟି ତଳେ ଲିଥିୟମ୍

Jan 19, 2025 - 23:14
 5
ଓଡ଼ିଶା ମାଟି ତଳେ ଲିଥିୟମ୍

ଭୁବନେଶ୍ୱର: ଓଡ଼ିଶାରେ ଲିଥିୟମ୍ ପାଇଛି ଜିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ। ନୟାଗଡ଼ ଜିଲ୍ଲାର ମାଟି ତଳେ ଲିଥିୟମ୍ ଥିବା ମିଳିଛି ସଂକେତ। ପ୍ରାକୃତିକ ସମ୍ପଦ ଖୋଜିବା ପାଇଁ ବ୍ୟବହାର ହେଉଛି ନୂଆ ଟେକ୍ନୋଲୋଜି।