ବାତ୍ୟା ପାଇଁ ବାଲେଶ୍ବରରେ ଘରୋଇ ବସ୍ ଚଳାଚଳ ବନ୍ଦ

Oct 24, 2024 - 22:38
 4

ବାଲେଶ୍ଵର: ବାତ୍ୟା ପାଇଁ ବାଲେଶ୍ବରରେ ଘରୋଇ ବସ୍ ଚଳାଚଳ ବନ୍ଦ ରହିଛି। ବାଲେଶ୍ବରରୁ ଚନ୍ଦନେଶ୍ବର ଓ ଭୁବନେଶ୍ବରକୁ ବସ୍ ବନ୍ଦ ଥିବା ଜଣାପଡ଼ିଛି। ବସ୍ ବନ୍ଦ ନେଇ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଭୀଷଣ ବାତ୍ୟା ରୂପ ନେଇଛି ଦାନା। ଆଜି ମଧ୍ୟରାତ୍ରୀରେ ଧାମରା ଓ ଭିତରକନିକା ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି।