କମିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର

Jul 1, 2024 - 20:38
 6

ନୂଆଦିଲ୍ଲୀ: କମିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର।

ସୂଚନା ଅନୁଯାୟୀ ୩୦ ଟଙ୍କା କମିଲା ୧୯ କେଜି କମର୍ସିଆଲ ଗ୍ୟାସ ଦର।

ତେବେ ଦିଲ୍ଲୀରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ହେଲା ୧୬୪୬ ଟଙ୍କା।