ଭାରତରେ ଲାଗୁ ହେଲା ୩ ନୂଆ ଅପରାଧିକ ଆଇନ୍ ବ୍ୟବସ୍ଥା

ଭୁବନେଶ୍ୱର: ଆଜିଠୁ ଭାରତରେ ଲାଗୁ ହେଲା ୩ ନୂଆ ଅପରାଧିକ ଆଇନ୍ ବ୍ୟବସ୍ଥା। ଭାରତୀୟ ନ୍ୟାୟ ସଂହିତାରେ ଦିଲ୍ଲୀରେ ହେଲା ପ୍ରଥମ ମାମଲା। ଦିଲ୍ଲୀ କମଳା ମାର୍କେଟ ଥାନାରେ ଜଣେ ଭେଣ୍ଡର ବିରୋଧରେ ହୋଇଛି ମାମଲା। ଏକ ଫୁଟ୍ ଓଭର ବ୍ରିଜ ଅବରୋଧ ଅଭିଯୋଗରେ ରୁଜୁ ହେଲା ମାମଲା। ପୂର୍ବରୁ ଚାଲିଥିବା ବ୍ରିଟିଶ ଆଇନ୍ ବଦଳରେ ଆସିଲା ୩ ନୂଆ ଅପରାଧିକ ଆଇନ୍।