ଟ୍ରେନ୍ ଲାଇନ ନିକଟକୁ ମାଡ଼ିଗଲା ବସ୍
ସମ୍ବଲପୁର : ଭାରସାମ୍ୟ ହରାଇ ଟ୍ରେନ୍ ଲାଇନ ନିକଟକୁ ମାଡ଼ିଗଲା ବସ୍। ସମ୍ବଲପୁର ଜିଲ୍ଲା ଲକ୍ଷ୍ମୀଡୁଙ୍ଗୁରୀ ନିକଟରେ ରେଲ୍ୱେ ଟ୍ରାକ୍ ନିକଟକୁ ବସ୍ ମାଡ଼ି ଯାଇଥିବା ଜଣାପଡ଼ିଛି। ଆଜି ଭୋର ୬ଟା ସମୟରେ ଏହି ଅଘଟଣ ଘଟିଛି। ଏଥିରେ କୌଣସି ଯାତ୍ରୀ ଆହତ ହୋଇନାହାନ୍ତି।