ଜେଲ୍ ରୁ ବାହାରିଲେ ଅର୍ଚ୍ଚନା ନାଗ

Dec 12, 2023 - 05:10
 9
ଜେଲ୍ ରୁ ବାହାରିଲେ ଅର୍ଚ୍ଚନା ନାଗ

ଭୁବନେଶ୍ୱର: ଭୁବନେଶ୍ୱର ଝାରପଡ଼ା ଜେଲ୍ ରୁ ବାହାରିଲେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ। ଇଡି ମାମଲାରେ ଅର୍ଚ୍ଚନାଙ୍କୁ ମିଳିଛି ସର୍ତମୂଳକ ଜାମିନ। ଜେଲ୍ ରୁ ବାହାରିବା ପରେ ଅର୍ଚ୍ଚନା କହିଛନ୍ତି ଯେ ସେ କୋର୍ଟଙ୍କ ଦ୍ବାରସ୍ଥ ହେବେ।