କୁକୁର କାମୁଡ଼ାରେ ମୃତ୍ୟୁ ହୋଇଥିବା ଶିଶୁର ପରିବାରକୁ ୧୦ ଲକ୍ଷ ଟଙ୍କା ଦେବାକୁ ହାଇ କୋର୍ଟଙ୍କ ନିର୍ଦ୍ଦେଶ

Dec 13, 2023 - 14:38
 13

କଟକ: କୁକୁର କାମୁଡ଼ାରେ ମୃତ୍ୟୁ ହୋଇଥିବା ଜଣେ ଶିଶୁର ପରିବାରକୁ ୧୦ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଲେ ଓଡ଼ିଶା ହାଇକୋର୍ଟ। ପୁରୀ ପୌରପାଳିକାକୁ କୋର୍ଟ ଦେଲେ ନିର୍ଦ୍ଦେଶ। ପୁରୀରେ ୨୦୧୬ ମସିହାରେ ୪ ବର୍ଷର ଶିଶୁକୁ ଝୁଣି ମାରିଥିଲା କୁକୁର।