ଖୋର୍ଦ୍ଧାରେ ବୋମାମାଡ଼

Dec 13, 2023 - 14:40
 10

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ମୁକୁନ୍ଦ ପ୍ରସାଦ ରେ ବୋମାମାଡ଼ ହୋଇଛି। ଦୁଇ ଜଣ ଯୁବକ ଦୁଇଟି ବୋମା ଫିଙ୍ଗି ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏନେଇ ଶିଳ୍ପାଞ୍ଚଳ ଥାନା ପୋଲିସ୍ ତଦନ୍ତ ଆରମ୍ଭ କରିଛି।