ବିଦ୍ୟୁତ ଖୁଣ୍ଟକୁ ପିଟିଲା କାର୍, ୨ ମୃତ

Dec 12, 2023 - 05:09
 121

ଭଦ୍ରକ: ଭଦ୍ରକ ଜିଲ୍ଲା ଜାତୀୟ ରାଜପଥ ୧୬ ରାଣିତାଲ ନିକଟରେ ବିଦ୍ୟୁତ ଖୁଣ୍ଟକୁ ପିଟିଲା କାର୍। ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଭଦ୍ରକ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଛି। କଲିକତାରୁ ଭୁବନେଶ୍ୱର ଆସୁଥିବା ବେଳେ ଘଟିଛି ଏହି ଘଟଣା।