ଭୁବନେଶ୍ୱରର ୪ଟି ଯାକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଖୋଲିବ ଡେଙ୍ଗୁ ୱାର୍ଡ

Aug 21, 2023 - 13:22
Aug 28, 2023 - 14:08
 44
ଭୁବନେଶ୍ୱରର ୪ଟି ଯାକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଖୋଲିବ ଡେଙ୍ଗୁ ୱାର୍ଡ

ଭୁବନେଶ୍ୱର : ଭୁବନେଶ୍ୱରର ୪ଟି ଯାକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଖୋଲିବ ସ୍ୱତନ୍ତ୍ର ଡେଙ୍ଗୁ ୱାର୍ଡ । ପ୍ରତି ଅର୍ବାନ CHCରେ ୧୦ଟି ଲେଖାଏଁ ବେଡ୍‌ ରହିବ | ଭୁବନେଶ୍ୱରରେ ଡେଙ୍ଗୁ ବଢ଼ିବା ପରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ଏହି ନିଷ୍ପତ୍ତି ନେଇଛନ୍ତି| ଏ ବର୍ଷ କେବଳ ଭୁବନେଶ୍ୱରରୁ ୧୦୫୯ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ନୟାପଲ୍ଲୀ, ଆଚାର୍ଯ୍ୟ ବିହାର, ଜୟଦେବ ବିହାର ଡେଙ୍ଗୁ ହଟ୍‌ସ୍ପଟ୍‌| ୟୁନିଟ-୯ ଓ ସହିଦ ନଗର ଅଞ୍ଚଳ ମଧ୍ୟ ଡେଙ୍ଗୁ ହଟସ୍ପଟ ପାଲଟିଛି|